ନିଲାମିଇସ୍ତାହାର
ଦେଖଣା
ନିଲାମିଇସ୍ତାହାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଲାମିଇସ୍ତାହାର
|
ବୈଦେ,ବିଶେଷଣ - (ଆ) (କଚରିଆ) (ଆରବୀ - ନିଲାମ୍ +ଇସ୍ତାହାର)
[ସମ୍ପାଦନା]କୌଣସି ସମ୍ପତ୍ତି ନିଲାମ ହେବା ସମ୍ୱନ୍ଧେ ପୂର୍ବରୁ ସର୍ବସାଧାରଣଙ୍କୁ ନିଲାମର ତାରିଖ ଓ ସର୍ତ୍ତ ଓ ସ୍ଥାନ ଆଦି ଜଣାଇବା ପାଇଁ ପ୍ରକାଶିତ ବିଜ୍ଞାପନ —Proclamation for sale by auction of a certion property.