ନିଲାମି ଜରସମନ
ଦେଖଣା
ନିଲାମି ଜରସମନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଲାମି ଜରସମନ
|
ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ୍ ଓ ଆରବୀ - ଜର୍ସମନ୍)
[ସମ୍ପାଦନା]କୌଣସି ସମ୍ପତ୍ତିର ନିଲାମ ରୀତିରେ ସ୍ଥିରୀକୃତ ସର୍ବୋଚ୍ଚ ମୂଲ୍ୟ — The highest price of a thing sold by auction.