ନିଲାମ ଉଠିବା
ଦେଖଣା
ନିଲାମ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଲାମ ଉଠିବା
|
(ନିଲାମରେ ଉଠିବା; ନିଲାମରେ ଆସିବା—ଅନ୍ୟରୂପ)
ଦେଶଜ - କ୍ରି. (କଚରିଆ)
[ସମ୍ପାଦନା](କୌଣସି ସମ୍ପତ୍ତିକୁ) ନିଲାମରେ ବିକ୍ରି କରାଯିବା ନିମନ୍ତେ ବିଜ୍ଞାପିତ ହେବା — (any property) To be advertised for being sold by auction.