ନିଲାମ ଉଠେଇବା
ଦେଖଣା
ନିଲାମ ଉଠେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଲାମ ଉଠେଇବା
|
ନିଲାମରେ ଉ(ଠେ)ଇବା, ନିଲାମରେ ଆଣିବାଅନ୍ୟରୂପ
ଦେଶଜ - କ୍ରିୟାପଦ - (କଚରିଆ)
[ସମ୍ପାଦନା]ଆପଣାର ପ୍ରାପ୍ୟ ଆଦାୟ ନିମନ୍ତେ ଅନ୍ୟ ବ୍ୟକ୍ତିର କୌଣସି ସମ୍ପତ୍ତି ନିଲାମ ହେବାର ଉପାୟ କରିବା —To bring another's property to auction.