ନିଲାମ ଖରିଦଦାର
ଦେଖଣା
ନିଲାମ ଖରିଦଦାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଲାମ ଖରିଦଦାର
|
(ନିଲାମ ଖରିଦ୍ଦାର—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ନିଲାମ୍ ଓ ଫାରାସୀ - ଖରୀଦ୍ଦାର୍)
[ସମ୍ପାଦନା]କୌଣସି ସମ୍ପତ୍ତିକୁ ନିଲାମ ରୀତିରେ କିଣିଥିବା ବ୍ୟକ୍ତି — Auction purchaser.