ନିଲାମ ନାଟବନ୍ଦୀ
ଦେଖଣା
ନିଲାମ ନାଟବନ୍ଦୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଲାମ ନାଟବନ୍ଦୀ
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ନିଲାମ; ଇଂରାଜୀ - ଲଟ୍+ଫାରାସୀ - ବନ୍ଦୀ)
[ସମ୍ପାଦନା]ଏକାଧିକଲାଟ ବା ଦଫାରେ ବିଭକ୍ତ କରି ଥରକେ ଗୋଟିଏ ଗୋଟିଏ ଲାଟ୍ ବାବତ୍ ସମ୍ପତ୍ତିକୁ ନିଲାମ କରଇବାର ରୀତି — Auction properties by serial lots.