Jump to content

ନିଲାମ ବନ୍ଦ

ଉଇକିଅଭିଧାନ‌ରୁ

ନିଲାମ ବନ୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନିଲାମ ସ୍ଥକିତ, ନିଲାମ ରହିତ, ନିଲାମ ଥକିତ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

ନିର୍ଦ୍ଧାରିତ ସମୟରେ କୌଣସି ସମ୍ପତ୍ତି ନିଲାମ ହେବା ପୂର୍ବରୁ କୌଣସି ବୈଧ କାରଣ ଯୋଗୁଁ ବା ଉଚ୍ଚତର ଅଦାଲତଙ୍କ ଆଦେଶରେ ନିଲାମ ସ୍ଥଗିତ ହେବା —The stay of an auction sale.