Jump to content

ନିଲାମ ଲାଟବନ୍ଦୀ

ଉଇକିଅଭିଧାନ‌ରୁ

ନିଲାମ ଲାଟବନ୍ଦୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚରିଆ) (ଆରବୀ - ନିଲାମ; ଇଂରାଜୀ - ଲଟ୍+ଫାରାସୀ - ବନ୍ଦୀ)

[ସମ୍ପାଦନା]

ଏକାଧିକଲାଟ ବା ଦଫାରେ ବିଭକ୍ତ କରି ଥରକେ ଗୋଟିଏ ଗୋଟିଏ ଲାଟ୍ ବାବତ୍ ସମ୍ପତ୍ତିକୁ ନିଲାମ କରଇବାର ରୀତି — Auction properties by serial lots.