Jump to content

ନିଲାୟନ

ଉଇକିଅଭିଧାନ‌ରୁ

ନିଲାୟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଲୀ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ନିଜେ ଲୁଚିବା —୧. Hiding one's self. (M.W.)
୨. ଲୁଚୁକାଳି ଖେଳ — ୨. Playing at hide and seek.