Jump to content

ନିଲୀୟମାନ

ଉଇକିଅଭିଧାନ‌ରୁ

ନିଲୀୟମାନ

ଉଚ୍ଚାରଣ

[ସମ୍ପାଦନା]
(ନିଲୀୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନି+ଲୀ ଧାତୁ+କର୍ତ୍ତୃ. ଶାନଚ)

[ସମ୍ପାଦନା]

ଲୁଚି ରହିଥିବା —Hiding; lying concealed in. (M.W.)