Jump to content

ନିଲୟ

ଉଇକିଅଭିଧାନ‌ରୁ

ନିଲୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ)

[ସମ୍ପାଦନା]
୧. ନିକେତନ; ଗୃହ —୧. House; habitation; habitat; dwelling; abode.

ଜାଣୁଛି ଏ ନିଳୟ ନିରୟେ ଯିବୁ ବୁଡ଼ି—କୃଷ୍ଣସିଂହ. ମହାଭାରତ. ସଭା

୨. (ନି+ଲୟ) ନିଃଶେଷ ଲୟ; ଅଦର୍ଶନ — ୨. Disappearance; the state of being out of sight.
୩. ଆଧାର —୩. Receptacle.
୪. ବିଶ୍ରାମ ନେବାର ସ୍ଥାନ — ୪. A resting place (M.W.).
୫. ପଶୁପକ୍ଷୀଙ୍କ ବସା —୫. Lair; nest; den.
୬. ଲୁଚିବାର ସ୍ଥାନ —୬. A hiding place.