ନିଲୟନ
ଦେଖଣା
ନିଲୟନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି=ମଧ୍ୟରେ+ଲୀ ଧାତୁ= ଲୀନ ହେବା+ ଅଧି. ଅନ)
[ସମ୍ପାଦନା]- ୧. ନିବାସ — ୧. Habitation; abode.
- ୨. (+ଭାବ ଅନ) ନାଶ; ବିଲୟ — ୨. Annihilation; perdition; ruin.
- ୩. ଶୋଷଣ —୩. Imbibing; sucking.
- ୪. ମୋକ୍ଷ —୪. Final beatitude.
- ୫. ଊର୍ଦ୍ଧ୍ୱରୁ ତଳକୁ ଓହ୍ଲାଇବା; (ପକ୍ଷୀ) ତଳେ ବସିବା — ୫. Setting down; alighting in or on (said of a bird). (M.W.)
- ୬. ଲୁଚିବାର ସ୍ଥାନ —୬. Hiding place. (M.W.)