Jump to content

ନିଳିବା

ଉଇକିଅଭିଧାନ‌ରୁ

ନିଳିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ନିନାଦିତ)

[ସମ୍ପାଦନା]
୧. ନିନାଦିତ ହେବା; ଅମୁକ (ରବ) ପରି ଶୁଣା ଯିବା —To be heard (as a sound); to seem like (some sound).

ସେ କାଳରେ ଏକା ଶୁଭିଲା କାଣ୍ଡ ରଡ଼ି, ନିଭିଲା ଭାଜନ ପ୍ରଳୟ ଘଡ଼ଘଡ଼ି କୃଷ୍ଣସିଂହ. ମହାଭାରତ. ଦ୍ରୋଣ