Jump to content

ନିଶ

ଉଇକିଅଭିଧାନ‌ରୁ

ନିଶ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ମଶ୍ରୁ)

[ସମ୍ପାଦନା]
୧. ମୁଛ; ଉପରଓଠର ଉପରି ଭାଗରେ ବଢ଼ିବା ବିରଳ ସୂକ୍ଷ୍ମ ଲୋମ —୧. Mustache.

ଦୁଇ କରେ ଆଉଁସି ଦେଲେ ଥରେ ନିଶ କୃଷ୍ଣସିଂହ, ମହାଭାରତ, ବନ

[ଦ୍ରଷ୍ଟବ୍ୟ —ନାକ ତଳେ ଉପରଓଠର ଦୁଇ ପାଖର ନିଶକୁ 'ଦୁଇ ପଟା' ନିଶ ବୋଲାଯାଏ ଆମ ଦେଶରେ ନିଶି ରଖିବା ଓ ନିଶ ମୋଡ଼ିବା ବୀରତ୍ୱର ପରିଚାୟକ ଅଟେ ]

୨. (ଲକ୍ଷଣାର୍ଥ) କ୍ଷତ୍ରିୟ —୨. (figurative) The caste of the Kshatriyas.