ନିଶଙ୍କ ରାୟ ରାଣୀ
ଦେଖଣା
ନିଶଙ୍କ ରାୟ ରାଣୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ପୁରାତନ ଓଡ଼ିଆ ନାରୀ କବିବିଶେଷ — Name of a female classical Oriya poet.
[ଦ୍ରଷ୍ଟବ୍ୟ —ଏ ଗଞ୍ଜାମ ବୁଢ଼ାରଶିଙ୍ଗି ରାଜା ନିଶିରାୟଙ୍କର ରାଣୀ ଥିଲେ ଓ ଅଷ୍ଟାବିଂସ ଶତାବ୍ଦୀର ଶେଷ ଭାଗରେ ବା ଊନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜୀବିତା ଥିଲେ ଏ 'ପଦ୍ମାବତୀ ଅଭିଳାଷ' ନାମକ ଗ୍ରନ୍ଥ ପ୍ରଣୟନ କରିଥିଲେ—ତାରିଣୀ. ଉତ୍କଳ ସାହିତ୍ୟ ଇତିହାସ ]