Jump to content

ନିଶଠ

ଉଇକିଅଭିଧାନ‌ରୁ

ନିଶଠ

ଉଚ୍ଚାରଣ

[ସମ୍ପାଦନା]
(ନିଶଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ଶଠ)

[ସମ୍ପାଦନା]

ଅକପଟ — Guileless; sincere.

ଦେଶଜ - (ନାମ)

[ସମ୍ପାଦନା]

ରେବତୀଙ୍କ ଗର୍ଭଜାତ ବଳରାମଙ୍କ ପୁତ୍ର — Name of the son of Baḻarāma by his wief Rebatī