ନିଶରମ
(ନିଶିରମା, ନିଶର୍ମା—ଅନ୍ୟରୂପ)
ନିର୍ଲଜ୍ଜ — Shameless.
ଚାରି ବର୍ଣ୍ଣ ଯାକରେ ଯାର ଯେଉଁ କର୍ମ ତାହାଟି ଶୁଣ ଆ ହ କର୍ଣ୍ଣ ନିରଶମ କୃଷ୍ଣସିଂହ, ମହାଭାରତ ବିରାଟ