Jump to content

ନିଶସ୍ତ୍ର

ଉଇକିଅଭିଧାନ‌ରୁ

ନିଶସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିଃଶସ୍ତ୍ର)

[ସମ୍ପାଦନା]
୧. ଶସ୍ତ୍ରହୀନ — ୧. Unarmed; disarimed.

ନିଶସ୍ତ୍ର ହୋଇ ଶସ୍ତ୍ରଘାତେ, ସଂଗ୍ରାମେ ଭାଜିଲେ ସମସ୍ତେ ଜଗନ୍ନାଥ. ଭାଗବତ

୨. ନିରୁପାୟ; ଉପାୟାନ୍ତର ରହିତ — ୨. Having no other alternative or means.

(ଯଥା—ସେ ଲୋକକୁ ମୁଁ ଖୋଜି ନିଶସ୍ତ୍ର ହେଲିଣି)

୩. କିଂକର୍ତ୍ତବ୍ୟବିମୂଢ଼ —୩. Dumbfounded.

ନିଶସ୍ତ୍ର ହୋଇ ଅନାୟତେ, ଧାଇଁଲେ ଶସ୍ତ୍ର ଘେନି ହସ୍ତେ ଜଗନ୍ନାଥ. ଭାଗବତ

୪. (ସଂସ୍କୃତ - ନିରାଶ୍ରୟ) ନିରାଶ୍ରୟ —୪. Helpless.