ନିଶାକର
ଦେଖଣା
ନିଶାକର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନିଶା+କର=କିରଣ, ନିଶାରେ କିରଣ ଯାହାର; କିମ୍ୱା; ଉପପଦ; ନିଶା=ରାତ୍ରି+କୃ. ଧାତୁ+କର୍ତ୍ତୃ. ଅ; ନିଶାକୁ କରେ ଯେ)
[ସମ୍ପାଦନା]- ୧. ଚନ୍ଦ୍ର — ୧. The moon lit (the night maker).
- ୨. କୁକ୍କୁଟ —୨. The ceck.
- ୩. ଋଷିବିଶେଷ —୩. Name of a sage.
- ୪. ମହାଦେବ (ହିନ୍ଦୀ - ଶ.) —୪. Ṡiba.
- ୫. କର୍ପୂର —୫. Camphor.