Jump to content

ନିଶାଖା

ଉଇକିଅଭିଧାନ‌ରୁ

ନିଶାଖା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିଃଶାଖ)

[ସମ୍ପାଦନା]
୧. ଶାଖାହୀନ ===
୨. ଆଶ୍ରୟହୀନ —୨. Supportless; helpless.
୩. ଉପାୟହୀନ —୩. Resourceless.

ମଦନ ପଞ୍ଚବାଣ ବିନ୍ଧଇ ତେଣୁ ହୋଇଲି ଅତି ନିଶାଖା—ପ୍ରାଚୀ. ରସବାରିଧ

୪. (ସଂସ୍କୃତ - ନିଃସଖ) ବନ୍ଧୁହୀନ —Friendless.