Jump to content

ନିଶାଖୋର୍

ଉଇକିଅଭିଧାନ‌ରୁ

ନିଶାଖୋର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନିଶାଖୋରିଆ; ନିଶାଖିଆ—ଅନ୍ୟରୂପ)

(ନିଶାଖୋରଣୀ—ସ୍ତ୍ରୀ) 

ବୈଦେଶିକ - ବିଶେଷଣ - (ଆରବୀ - ନଶାଖୋର୍)

[ସମ୍ପାଦନା]
୧. ମାଦକ ଦ୍ରବ୍ୟ ସେବନରତ; ମତୁଆଲ୍ — ୧. Addicted to intoxicating drugs.
୨. ନିଶାଖୋରି (ଦେଖ) - — ୨. Niṡākhori (See)