Jump to content

ନିଶାଟନ

ଉଇକିଅଭିଧାନ‌ରୁ

ନିଶାଟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ନିଶା+ଅଟ୍ ଧାତୁ+ଭାବ. ଅନ)

[ସମ୍ପାଦନା]

ରାତ୍ରିରେ ଭ୍ରମଣ —Roving in the night.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ରାତ୍ରିରେ ଯେ ଭ୍ରମଣ କରେ — One who roves in the night.