ନିଶାଣିଦାର
ଯେଉଁ ବ୍ୟକ୍ତି କୌଣସିପକ୍ଷ ବା ବସ୍ତୁକୁ ହାକିମଆଦିଙ୍କ ନିକଟରେ ଚିହ୍ନାଇ ଦିଏ — Identifier; person pointing out or identifying a thing or a party before a public servant.