Jump to content

ନିଶାତ

ଉଇକିଅଭିଧାନ‌ରୁ

ନିଶାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ବିଶେଷ ରୂପେ+ଶୋ ଧାତୁ=ତୀକ୍ଷ୍ଣ କରିବା+ କର୍ମ. ତ)

[ସମ୍ପାଦନା]
୧. ଶାଣିତ; ଦାଢ଼ୁଆ — ୧. Sharp; keen edged.
୨. ଶାଣ ଦିଆଯାଇ ଥିବା; ପଜା ହୋଇଥିବା — ୨. Sharpened; whetted.
୩. ଉଜ୍ଜ୍ୱଳ —୩. Bright.