ନିଶାଦଳ
ଦେଖଣା
ନିଶାଦଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନୌସାଦର୍; ତୁଳ ସଂସ୍କୃତ - ନରସାର)
[ସମ୍ପାଦନା]ମୃତ୍ତିକାଜ ଲବଣଜାତୀୟ ଦ୍ରବ୍ୟବିଶେଷ — Ammonia; smelling salt; sal ammoniac; ammonium chloride.
[ଦ୍ରଷ୍ଟବ୍ୟ —ଏହାର ଦାନା ଲମ୍ୱ ଓ ଧଳା ଏବଂ ମୋଟ ସୂତାପରି ଦେଖାଯାଏ ଏହାକୁ ଚୂନ ସଙ୍ଗେମିଶାଇ ଶିଶିରେ ରଖନ୍ତି ସେ ଶିଶିର ଠିପି ଫିଟାଇଲେ ସେଥିରୁ ଏକପ୍ରକାର ଉଗ୍ର ଗନ୍ଧ ବାହାରେ, ସେହି ଗନ୍ଧକୁ ଶୁଙ୍ଗିଲେ ଶର୍ଦ୍ଦି କମିଯାଏ ଓ ମୂର୍ଚ୍ଛିତ ଲୋକର ଚେତନା ମଧ୍ୟ ହୁଏ]