Jump to content

ନିଶାନୀ

ଉଇକିଅଭିଧାନ‌ରୁ

ନିଶାନୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ନିଃଶ୍ରେଣୀ)

[ସମ୍ପାଦନା]

ନିଶୁଣୀ — Ladder.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିଶାନା)

[ସମ୍ପାଦନା]

ନିଶାଣ (ଦେଖ) - Niṡāṇa (See)