Jump to content

ନିଶାନ୍ଧ

ଉଇକିଅଭିଧାନ‌ରୁ

ନିଶାନ୍ଧ

ଉଚ୍ଚାରଣ

[ସମ୍ପାଦନା]
(ନିଶାନ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍; ନିଶା=ରାତ୍ରିରେ+ଅନ୍ଧ)

[ସମ୍ପାଦନା]

ଅନ୍ଧାରକଣା; ନକ୍ତାନ୍ଧ —Not able to see things distinctly after nightfall; night blind; nyctalops.