ନିଶାପିଆ
ଦେଖଣା
ନିଶାପିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ଆରବୀ - ନଶା+ସଂସ୍କୃତ - ପାୟୀ) ଯେଉଁ ବ୍ୟକ୍ତି ନିଶାପାଣି ବା ମଦ, ତାଡ଼ି ଆଦି ଖାଇବାରେ ଅଭ୍ୟସ୍ତ — ୧. Addicted to intoxicating liquors.
- ୨. (ଆରବୀ - ଇନ୍ସାଫ୍) ଯେଉଁ ବ୍ୟକ୍ତି ପଞ୍ଚାୟତରେ ବସି କୌଣସି ବିଷୟ ନିଶାପ କରେ —୨. Forming a panchayet; being a member of an arbitration board.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଞ୍ଚାୟତ ଦଳର ଜଣେ ବ୍ୟକ୍ତି — ୧. Member of an arbitration board.
- ୨. ପଞ୍ଚାୟତ —୨. Board of arbitration.