ନିଶାମଣି
=== ସଂସ୍କୃତ - ବିଶେଷ୍ୟ - (ରୂପକ; ନିଶାର ମଣି ସ୍ୱରୂପ)
ଚନ୍ଦ୍ର — The moon (lit the jewel of the night).
ସ୍ତ୍ରୀ ଓ ପୁରୁଷଙ୍କୁ ଦିଆଯିବା ନାମ — A name given to males and females.