Jump to content

ନିଶାରଣ

ଉଇକିଅଭିଧାନ‌ରୁ

ନିଶାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ନି+ଶୃ ଧାତୁ ଣିଜନ୍ତ=ଶାରି ଧାତୁ=ବଧ କରିବା+ଭାବ. ଅନ) ମାରଣ; ବଧ — ୧. Killing; murder; slaughter.
୨. (ନିଶା+ରଣ=ଯୁଦ୍ଧ)—ରାତ୍ରି ଯୁଦ୍ଧ; ରାତିରେ କରାଯିବା ଯୁଦ୍ଧ —୨. Night-battle; night-attack.