ନିଶାରତ୍ନ
=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନିଶା+ରତ୍ନ=ମଣି; ନିଶାର ରତ୍ନ ସ୍ୱରୂପ)
[ଦ୍ରଷ୍ଟବ୍ୟ —ଚନ୍ଦ୍ର ଶବ୍ଦର ପ୍ରତିଶବ୍ଦମାନ ବୈଦଶାସ୍ତ୍ରରେ କର୍ପୂର ପାଇଁ ବ୍ୟବହୃତ ହୁଏ]