Jump to content

ନିଶାହସ

ଉଇକିଅଭିଧାନ‌ରୁ

ନିଶାହସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିଶା+ହସ୍ ଧାତୁ=ହସିବା+କର୍ତ୍ତୃ. ଅ; ଯେ ରାତିରେ ହସେ ବା ଫୁଟେ)

[ସମ୍ପାଦନା]

ଶ୍ୱେତ କୁମୁଦ; ଧଳା କଇଁ —White waterlily.