Jump to content

ନିଶାହ୍ୱା

ଉଇକିଅଭିଧାନ‌ରୁ

ନିଶାହ୍ୱା

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନିଶା+ଆହ୍ୱା=ନାମ; ନିଶାହ+ସ୍ତ୍ରୀ. ଆ)

୧. ହଳଦି —୧. Turmeric.

[ଦ୍ରଷ୍ଟବ୍ୟ —ନିଶା ଶବ୍ଦର ପ୍ରତିଶବ୍ଦମାନ ବୈଦ୍ୟ ଶାସ୍ତ୍ରରେ ହଳଦି ପାଇଁ ବ୍ୟବହୃତ ହୁଏ]

୨. ଜତୁକା ଲତା —୨. A creeper.