ନିଶା କେତୁ
=== ସଂସ୍କୃତ - ବିଶେଷ୍ୟ - (ନିଶା+କିତ୍. ଧାତୁ=ବାସ କରିବା+କର୍ତ୍ତୃ. ଉ; କିମ୍ୱା ନିଶା+ଚାୟ ଧାତୁ=ପୂଜା କରିବା+କର୍ମ. ତୁ)
ଚନ୍ଦ୍ର —The moon.