ନିଶା ଗରଜନ
ନିଶା ଗରଜିବା, ନିଶା ଗର୍ଜିବା, ନିଶା ଡାକିବାଅନ୍ୟରୂପ
ଅର୍ଦ୍ଧରାତ୍ରରେ ଅନୁମତି ହେବା ଗମ୍ଭୀର ଅବ୍ୟକ୍ତ ସାଇଁ ସାଇଁ ଶବ୍ଦ —A muffled sound heard at dead of night.
[ଦ୍ରଷ୍ଟବ୍ୟ —ସଂଭବତଃ ଏହା ଝିଙ୍କାରିମାନଙ୍କ ଶବ୍ଦ]