ନିଶି
ଦେଖଣା
ନିଶି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ଅ. (ସଂସ୍କୃତ - ନିଶ୍ ଶବ୍ଦର ୭ମୀ ବିଭକ୍ତି ୧ ବଚନ; ଅବ୍ୟୟରୂପେ ବ୍ୟବହୃତ)
[ସମ୍ପାଦନା]- ୧. ରାତ୍ରିରେ —୧. In the night.
- ୨. ରାତ୍ରିକାଳପାଇଁ; ରାତି ବେଳେ ନିମନ୍ତେ — ୨. For the night.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ନିଶ୍+ଇ) ରାତ୍ରି (ହିନ୍ଦୀ - ଶବ୍ଦସାଗର) —Night.
ରାମା ଶଶିରେ ଘୋର ନିଶିରେ ଦୁଃଖ ରାଶିରେ ଭାସି ଭଞ୍ଜ. ଲାବଣ୍ୟବତୀ