ନିଶିଡ଼ିବା
ଦେଖଣା
ନିଶିଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ନିଷ୍ଫୁଟ; ନିଷ୍କାସନ)
[ସମ୍ପାଦନା](ଦାନ୍ତ ଶବ୍ଦ ପରେ ବ୍ୟବହୃତ (ଦାନ୍ତ) ନେଫେଡ଼ିବା; ଦାନ୍ତପାଟି ଦେଖାଯିବା
(ନିଶଡ଼ିଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭଳି ଦୁଇ ଓଠ ମେଳ କରିବା — To grin.
ଘୋଡ଼ାସୁଆର ମଧ୍ୟ ଦାନ୍ତ ନିଶିଡ଼ି ଦେହର ସ୍ଥାନ ଅସ୍ଥାନର ଜାଦଗୁଡ଼ାକ କୁଣ୍ଡେଇ ପକାଇଲେ ଫକୀରମୋହନ. ଛମାଣଆଠଗୁଣ୍ଠ