Jump to content

ନିଶିତ

ଉଇକିଅଭିଧାନ‌ରୁ

ନିଶିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ନି+ଶୋ ଧାତୁ=ତୀକ୍ଷ୍ଣ କରିବା+କର୍ମ. ତ)

[ସମ୍ପାଦନା]
୧. ଶାଣିତ; ତୀକ୍ଷ୍ଣୀକୃତ; ପଜା ହୋଇଥିବା — ୧. Sharpened; whetted.
୨. ତୀକ୍ଷ୍ଣ —୨. Sharp.

ଗୃଧ୍ର ଦକ୍ଷ ଲତା ନିଶିତ ପାଞ୍ଚ କାଣ୍ଡ ବିନ୍ଧିଲେ ଯୁଯୁଧାନ ଜାଳି କ୍ରୋଧେ ପିଣ୍ଡ କୃଷ୍ଣସିଂହ. ମହାଭାରତ. ବନ

ସଂସ୍କୃତ - ବିଶେଷ୍ୟ - କ୍ଳୀ

[ସମ୍ପାଦନା]

ଲୌହ; ଲୁହା —Iron.