ନିଶିପୁଷ୍ପ
ଦେଖଣା
ନିଶିପୁଷ୍ପ
ଉଚ୍ଚାରଣ
[ସମ୍ପାଦନା]ନିଶିପୁଷ୍ପା, ନିଶିପୁଷ୍ପିକା, ନିଶିପୁଷ୍ପୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ମ. ପ. ଲୋ; ନିଶି=ରାତ୍ରିରେ ଫୁଟିବା+ପୁଷ୍ପ)
[ସମ୍ପାଦନା]- ୧. ଶେଫାଳିକା; ଗଙ୍ଗ ଶିଉଳୀ ଫୁଲ — ୧. Name of a flower; Nyctanthes Tristes.
- ୨. ନିର୍ଗୁଣ୍ଡୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୨. Nirguṇḍī (See)