Jump to content

ନିଶି ଜଳ

ଉଇକିଅଭିଧାନ‌ରୁ

ନିଶି ଜଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ନିଶି=ନିଶାରେ ରଖା ଯାଇଥିବା ଜଳ)

[ସମ୍ପାଦନା]

ବାସି ପାଣି; ପୂର୍ବେ ରାତ୍ରିରୁ ପାତ୍ରରେ ରକ୍ଷିତ ଯେଉଁ ଜଳକୁ ଲୋକେ ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗ ପରେ ମଳ ମୂତ୍ର କରି ସାରି ନାସିକା ରନ୍ଧ୍ରଦ୍ୱାରା (ବା ମୁଖ ଦ୍ୱାରା) ପାନ କରନ୍ତି —Water kept in a vessel overnight which is drunk or drawn in through the nostrils early in the morning after one rises from the bed and answers the calls of nature.

[ଦ୍ରଷ୍ଟବ୍ୟ —ବୈଦ୍ୟ ଶାସ୍ତ୍ର ମତରେ ମିଶି ଜଳ ପାନ କଲେ ମନୁଷ୍ୟ ନୀରୋଗ, ବୁଦ୍ଧିମାନ, ତୀକ୍ଷ୍ଣଦୃଷ୍ଟି ଓ ବାର୍ଦ୍ଧକ୍ୟ ହୀନ ହୁଏ]

୨. ହଳଦି (ହିନ୍ଦୀ - ଶ.) —୨. Turmeric.