ନିଶି ଦିନ
ଦେଖଣା
ନିଶି ଦିନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ନିଶି+ଦିନ)
[ସମ୍ପାଦନା]- ୧. ଦିନରେ ଓ ରାତ୍ରିରେ; ରାତି ଦିନ — ୧. During the day and the night.
ନିଶି ଦିନ ଶୟନ ନ ଜାଣଇ ନବୀନ କିଶିନୀ ଦଳ ଶେଯ ଯାଏ ଜଳି କବିସୂର୍ଯ୍ୟ, କିଶୋରୀଚମ୍ପୂ ନ ଗୀତ
- ୨. ସର୍ବଦା; ଅହର୍ନିଶ —୨. Incessantly; always.
(ନିଶିବାସର, ନିଶିଦିବା, ନିଶି ଦିବସ—ଅନ୍ୟରୂପ)
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ହିନ୍ଦୀ - ଶବ୍ଦସାଗରରେ ସଂସ୍କୃତ ଶବ୍ଦରୂପେ ଗୃହୀତ ହୋଇଅଛି]