Jump to content

ନିଶୁଣୀ

ଉଇକିଅଭିଧାନ‌ରୁ

ନିଶୁଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଃଶ୍ରେଣୀ)

[ସମ୍ପାଦନା]

ନୀଚ ସ୍ଥାନରୁ କୌଣସି ଉଚ୍ଚ ସ୍ଥାନର ଉପରକୁ ଉଠିବା ପାଇଁ ବ୍ୟବହୃତ କାଠ ବା ବାଉଁଶରେ ନିର୍ମିତ ସିଡ଼ି —A ladder made of wood or bamboo.

କି ଶୁଣୀ କାଟିଦେଇ ସେ ସୁଖ ସ୍ୱର୍ଗ ନିଶୁଣୀଟି, ଏକ ଦଣ୍ଡ— କବିସୂର୍ଯ୍ୟ. ସଙ୍ଗୀତ