Jump to content

ନିଶୁମ୍ଭ

ଉଇକିଅଭିଧାନ‌ରୁ

ନିଶୁମ୍ଭ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନି+ଶୁମ୍ଭ୍ ଧାତୁ=ବଧ କରିବା+ ଭାବ. ଅ)

[ସମ୍ପାଦନା]
୧. ବଧ — ୧. Slaughter; slaying.
୨. ମର୍ଦ୍ଦନ —୨. Crushing.
୩. ହିଂସା —୩. Harming.
୪. (ନି+ଶୁମ୍ଭ୍ ଧାତୁ=ବଧ କରିବା+କର୍ତ୍ତୃ. ଅ)— ଦାନବିଶେଷ; ଶୁମ୍ଭ ଦୈତ୍ୟର କନିଷ୍ଠ ଭ୍ରାତା — ୪. Name of demon killed by Durgā

[ଦ୍ରଷ୍ଟବ୍ୟ —ଏ କଶ୍ୟପଙ୍କ ଔରସରେ ଦିତିଗର୍ଭଜାତ ରାକ୍ଷସ ଏହାର ବଧ ବୃତ୍ତାନ୍ତ ଦେବୀ ମାହାତ୍ମା ବା ଚଣ୍ଡୀର ୯ମ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି]