Jump to content

ନିଶୋଧନ

ଉଇକିଅଭିଧାନ‌ରୁ

ନିଶୋଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଶୁଧ୍ ଧାତୁ=ଶୁଦ୍ଧକରିବା+ଭାବ. ଅନ)

[ସମ୍ପାଦନା]

ସମୂଳେ ବିନାଶ — Utter destruction; eradication.

ମାୟା ଭିଆଣ ଭଗବାନ ଯାଦବ କଲେ ନିଶୋଧନ—ଜଗନ୍ନାଥ. ଭାଗବତ