Jump to content

ନିଶ୍

ଉଇକିଅଭିଧାନ‌ରୁ

ନିଶ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନିଶ୍ ଧାତୁ+ଅଧିକରଣ. କ୍ୱିପ୍)

[ସମ୍ପାଦନା]
୧. ରାତ୍ରି; ନିଶା — ୧. The night.
୨. ହଳଦୀ —୨. Turmeric.
୩. ମେଷାଦି ରାଶି —୩. Zodiacal sign.