Jump to content

ନିଶ୍ଚଳ

ଉଇକିଅଭିଧାନ‌ରୁ

ନିଶ୍ଚଳ

ଉଚ୍ଚାରଣ

[ସମ୍ପାଦନା]
(ନିଶ୍ଚଳା—ସ୍ତ୍ରୀ) 

[ନିଶ୍ଚଳତା(ତ୍ୱ)—ବିଶେଷ୍ୟ - ]

ସଂସ୍କୃତ - ବିଶେଷଣ - ପୁଂ. (ନିର୍=ନାହିଁ+ଚଳ୍ ଧାତୁ=ଗତି କରିବା— +କର୍ତ୍ତୃ. ଅ)

[ସମ୍ପାଦନା]
୧. ସ୍ଥିର; ଅଚଳ — ୧. Firm; immoveable; steady
୨. ଅଟଳ —୨. Fixed; unwavering.