Jump to content

ନିଶ୍ଚଳା

ଉଇକିଅଭିଧାନ‌ରୁ

ନିଶ୍ଚଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ନିଶ୍ଚଳ+ଆ)

[ସମ୍ପାଦନା]
୧. ପୃଥିବୀ — ୧. The earth.

[ଦ୍ରଷ୍ଟବ୍ୟ —ପୂର୍ବେ ବିଶ୍ୱାସ ଥିଲା ଯେ ପୃଥିବୀ ଅଚଳ ଅଟେ ଏବଂ ସୂର୍ଯ୍ୟ ଏହାର ଚାରି ପାଖେ ବୁଲୁଛନ୍ତି]

୨. ଶାଳପର୍ଣ୍ଣୀ ଗଛ —୨. A medicinal plant. Hedysarum Gangeticum.