Jump to content

ନିଶ୍ଚଳାଙ୍ଗ

ଉଇକିଅଭିଧାନ‌ରୁ

ନିଶ୍ଚଳାଙ୍ଗ

ଉଚ୍ଚାରଣ

[ସମ୍ପାଦନା]
(ନିଶ୍ଚଳାଙ୍ଗୀ—ସ୍ତ୍ରୀ) 

ସଂସ୍କୃତ - ବଣ.ପୁଲିଙ୍ଗ - (ବହୁବ୍ରୀହି; ନିଶ୍ଚଳ ଅଟେ ଅଙ୍ଗ ଯାହାର)

[ସମ୍ପାଦନା]
୧. ନିସ୍ପନ୍ଦ —୧. Motionless; still.
୨. ସ୍ଥାୟୀ — ୨. Permanent; firm; fixed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବକପକ୍ଷୀ —୧. A crane; the Ardea
୨. ପର୍ବତ —୨. Mountain.