Jump to content

ନିଶ୍ଚାରକ

ଉଇକିଅଭିଧାନ‌ରୁ

ନିଶ୍ଚାରକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ନିର୍+ଚର୍ ଧାତୁ=ଗମନ କରିବା+ସଂଜ୍ଞା. ଅକ)

[ସମ୍ପାଦନା]
୧. ପୁରୀଷ ବର୍ଜନ; ଝାଡ଼ା ଫେରିବା — ୧. Evacuation by stool.
୨. (+କର୍ତ୍ତୃ. ଅକ) ବାୟୁ —୨. Wind.
୩. (+ଭାବ. ଅକ)—ସ୍ୱାସ୍ଥ୍ୟ —୩. Health.
୪. ସ୍ୱାଚ୍ଛନ୍ଦ୍ୟ —୪. Happiness; ease; comfort.