Jump to content

ନିଶ୍ଚିତକର୍ମା

ଉଇକିଅଭିଧାନ‌ରୁ

ନିଶ୍ଚିତକର୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିଶ୍ଚିତ+କର୍ମନ୍; ୧ମା.୧ବ)

[ସମ୍ପାଦନା]
୧. ସ୍ଥିରଧୀ; ସ଼୍ଥିର ବିବେକୀ — ୧. Having sure knowledge.
୨. ଯେ ସ୍ଥିର ବୁଦ୍ଧି ଅନୁସାରେ କର୍ମ କରେ — ୨. Acting on sure knowledge.